ଭୁବନେଶ୍ୱର: ଅପହର୍ତ୍ତାଙ୍କଠାରୁ ମୁକ୍ତି ପାଇ ଘରକୁ ଫେରିବା ପରେ ବ୍ୟବସାୟୀ ମାନସ ଦାଶ କହିଲେ, ମୋ ମୁକ୍ତି ପାଇଁ ୫ କୋଟି ଟଙ୍କା ଦାବି କରୁଥିଲେ ଅପହର୍ତ୍ତା