ସଚିବାଳୟରେ ପୁରୁଷ ବିଶ୍ୱକପ୍ ହକି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟନିର୍ବାହୀ କମିଟି ବୈଠକ, ମୁଖ୍ୟ ଶାସନ ସଚିବ କହିଲେ- ଜୁଲାଇ ସୁଦ୍ଧା୨ୟ ହକି ଷ୍ଟାଡିୟମରେ ନିର୍ମାଣ କାର୍ଯ୍ୟ ସରିବ,ଦୁଇଟି ଯାକ ଷ୍ଟାଡିୟମରେ ନୂଆ ଟର୍ଫ ପକାଯିବ