ପଞ୍ଚାୟତ ସମିତି ସଭ୍ୟ ସଂଘ-ପୋଲିସ ଧସ୍ତାଧସ୍ତି, ଲାଠି ମାଡ଼: ବିଧାନସଭା ଘେରାଉ କରିବାକୁ ଯାଉଥିଲେ, ଛତ୍ରଭଙ୍ଗ ଦେଲେ ସମିତି ସଭ୍ୟ, ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିଲେ