କଳିଙ୍ଗ ଷ୍ଟୁଡିଓ ପରିସରରେ ସ୍ପୋର୍ଟସ କଂପ୍ଲେକ୍ସ ନିର୍ମାଣ ଚର୍ଚ୍ଚା ପ୍ରସଙ୍ଗ: ମିଡିଆ ସ୍ପୋର୍ଟସ ଗ୍ରୁପ ହ୍ୱାଟ୍ସଆପରେ କ୍ରୀଡ଼ା ସଚିବ ବିଶାଳ ଦେବଙ୍କ ୟୁ ଟର୍ଣ୍ଣ;କହିଲେ-ବର୍ଦ୍ଧିତ ସହରରେ ଅଧିକ ସ୍ପୋର୍ଟସ୍‌ କଂପ୍ଲେକ୍ସ ପାଇଁ ଜମି ସକାଶେ ଲେଖିଛୁ, ସେହି ଉଦ୍ଦେଶ୍ୟରେ କଳିଙ୍ଗ ଷ୍ଟୁଡ଼ିଓ କଥା ଉଲ୍ଲେଖ ରହିଛି