ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ିବା ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ- କଂଗ୍ରେସ କ୍ଷମତାକୁ ଆସିଲେ ତଦନ୍ତ କମିଶନ ବସାଯିବ, ବମିଖାଲ ଓଭରବ୍ରିଜ୍ ଅଘଟଣରେ ଠିକାଦାର ଓ ଇଂଜିନିୟର ଦାୟୀ