ଭୁବନେଶ୍ୱର: ପଳାସୁଣୀ ହତ୍ୟା ମାମଲାର ଅଭିଯୁକ୍ତ ହାଡ଼ିବନ୍ଧୁ ବେହେରାକୁ ଗିରଫ କଲା ମଞ୍ଚେଶ୍ୱର ପୋଲିସ; କାଲି ଏକ ମଦ ଦୋକାନ ବାହାରେ ହତ୍ୟାକାଣ୍ଡ ଘଟିଥିଲା