ଭୁବନେଶ୍ୱରରେ ସିପିଆଇଏମ୍ ସାଧାରଣ ସଂପାଦକ ସୀତାରାମ ୟେଚୁରୀ: କହିଲେ- ସଂପ୍ରତି ଦେଶ ଓ ଜନତାଙ୍କ ହିତ ପାଇଁ ବିଜେପିକୁ ହଟାଇବା ଜରୁରୀ; ବିଜେପି ସରକାରରେ ଗରିବ ଗରିବ ହେଉଛି, ଧନୀ ଧନୀ ହେଉଛି