ଭୁବନେଶ୍ୱର: ମହାନଦୀ ସୁରକ୍ଷା ନେଇ ଆବାହକ ସୁଦର୍ଶନ ଦାଶଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆରମ୍ଭ; କଲମା ଚାଲ ଅଭିଯାନ ନେଇ ବୈଠକରେ ଆଲୋଚନା, ବିଜେପି ପକ୍ଷରୁ ବିଶ୍ୱଭୂଷଣ ହରିଚନ୍ଦନ ଉପସ୍ଥିତ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।