ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ୨ ଯୁବତୀଙ୍କୁ ମାଡ଼ ଅଭିଯୋଗ ଘଟଣା: ପୋଲିସ ଡିଜିଙ୍କୁ ରିପୋର୍ଟ ତଲବ କଲେ ରାଜ୍ୟ ମାନବାଧିକାର କମିଶନ; ସପ୍ତାହକ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ