ସଚିବାଳୟରେ ପ୍ରାକ୍ ବାତ୍ୟା ମୁକାବିଲା ସଂପର୍କିତ ବୈଠକ, ବୈଠକ ପରେ SRC ବିଷ୍ଣୁପଦ ସେଠୀ କହିଲେ-ଆସନ୍ତା ଜୁନ୍ ୧୯ରେ ରାଜ୍ୟବ୍ୟାପୀ ପ୍ରସ୍ତୁତି ଡ୍ରିଲ୍ ହେବ, ରାଜ୍ୟରେ ୮୭୯ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଅଛି, ୧୨୨ଟି ସହରରେ ସାଇରନ୍ ମାଧ୍ୟମରେ ସୂଚନା ତ୍ୱରାନ୍ୱିତ ହେବ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।