ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ, ୮୭ ବର୍ଷ ବୟସରେ ଭୁବନେଶ୍ୱର ବାସଭବନରେ ଦେହାନ୍ତ ହୋଇଛି, ଓଡ଼ିଶା ଶିଳ୍ପ ଜଗତର ସେ ଥିଲେ ଭୀଷ୍ମପିତାମହ