ଏୟାର ଓଡ଼ିଶା ପକ୍ଷରୁ ଭୁବନେଶ୍ୱରରୁ ରାୟପୁରକୁ ବିମାନ ସେବା ଆରମ୍ଭ: ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ ଦ୍ୱାରା ଶୁଭାରମ୍ଭ, ୧୮ ସିଟ୍ ବିଶିଷ୍ଟ ବିମାନରେ ଆଜି ୯ ଜଣ ଯାତ୍ରୀ ଯାତ୍ରା କରିଛନ୍ତି