ଭୁବନେଶ୍ୱର: ସମ୍ ହସ୍ପିଟାଲ୍ ଛକରେ ଜଳିଗଲା ଚଳନ୍ତା କାର୍; ରୋଗୀ ଓ ୨ ଆଟେଣ୍ଡାଣ୍ଟଙ୍କୁ ଆଣି ଆସୁଥିଲା କାର୍; ନିଆଁ ଲାଗିବାର କାରଣ ଅସ୍ପଷ୍ଟ; ସମସ୍ତେ ସୁରକ୍ଷିତ