ଗୋଆ ଫେରନ୍ତା ବାଲେଶ୍ୱରର ୮ ଜଣଙ୍କୁ ଅଜଣା ଜ୍ୱର ପ୍ରସଙ୍ଗ: ସ୍ୱାସ୍ଥ୍ୟମନ୍ତ୍ରୀ କହିଲେ- ନିପା ଦ୍ୱାରା କେହି ଆକ୍ରାନ୍ତ ନୁହଁନ୍ତି, ତୁଛା ଗୁଜବ, କଟକ SCBରେ ସେମାନଙ୍କର ବିଭିନ୍ନ ପ୍ରକାର ଟେଷ୍ଟ ଚାଲିଛି, ଡେଙ୍ଗୁ, ସ୍ୱାଇନ୍ ଫ୍ଲୁ ଆଦି ଟେଷ୍ଟ ହୋଇଛି, ମାଗଣା ଚିକିତ୍ସା କରାଯାଉଛି