ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦେଢ଼ କୋଟିର ପୁରସ୍କାର ନେଇ ଦୂତୀ ଚାନ୍ଦ କହିଲେ- ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ; ମାତ୍ର ଦେଢ଼ କୋଟିରେ ମୁଁ ସନ୍ତୁଷ୍ଟ ନୁହେଁ, ଅନ୍ୟ ରାଜ୍ୟରେ ପଦକ ବିଜେତାଙ୍କୁ ଅଧିକ ଅର୍ଥ ମିଳୁଛି, ଭୁବନେଶ୍ୱରରେ ଜାଗା କିମ୍ବା ଘର ଖଣ୍ଡେ ଦେଲେ ଖୁସି ହେବି

suprime-court

Jitendra Garnayak
  • Published: Monday, 27 August 2018
  • , Updated: 27 August 2018, 08:44 AM IST

Related story