ଭୁବନେଶ୍ୱର: ୨୭ରେ ବିଜୁ ପଟ୍ଟନାୟକଙ୍କ ଜୀବନୀ ‘ଦି ଟଲ୍ ମ୍ୟାନ୍ ବିଜୁ’ ପୁସ୍ତକ ଉନ୍ମୋଚନ ହେବ; ଉତ୍ସବରେ ଯୋଗଦେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ା, ଏଲ୍‌କେ ଆଡଭାନୀ, ସୀତାରାମ ୟେଚୁରୀ ଓ ପ୍ରଭୁ ଚାୱାଲା