ବ୍ରହ୍ମପୁର: ଖଲ୍ଲିକୋଟ କୁଶଢିପା ଗାଁରେ ପିଲା ଚୋର ଭାବି ଯୁବକଙ୍କୁ ନିର୍ଧୁମ୍ ଛେଚିଲେ ଲୋକେ; ରାତିରେ ୬ ଜଣ ଚୋର ଗାଁକୁ ପଶିଥିବା ଲୋକଙ୍କ ଅଭିଯୋଗ, ୫ ଖସିଗଲେ, ଜଣଙ୍କୁ କାବୁ କଲେ