ବ୍ରହ୍ମପୁର: ଗୋପାଳପୁର ଜଙ୍କସନ୍ ନିକଟ SBI ATMରୁ ଲୁଟ୍ ଉଦ୍ୟମ; ପାଟ୍ରୋଲିଂ ଗାଡ଼ି ଦେଖି ଲୁଟେରା ପଳାଇଥିବା ସୂଚନା, ଏଟିଏମ୍‌ର ସିସିଟିଭି ଭାଙ୍ଗି ଦେଇଛି ଲୁଟେରା