ଚାନ୍ଦବାଲି: ଗୋପୀନାଥପୁର ପଞ୍ଚାୟତ ବାଲିପଦା ଗାଁରେ ନିଆଁ ଲାଗି ୨୦ ବଖରା ଘର ଭସ୍ମ, ଅଗ୍ନିକାଣ୍ଡରେ ୧୦ଟି ଧାନ ଗଦା ଜଳି ଯାଇଥିବା ସୂଚନା