ଭଦ୍ରକ: କଳା ପଲ୍‌ସରରେ ଆସି ଭଦ୍ରକ କୁଆପଦା ଗାଁ ନିକଟରେ ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କ ପାଖରୁ ୩୦ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ, ଭଦ୍ରକରୁ ଟଙ୍କା ନେଇ ଜଳଙ୍ଗ ୟୁକୋ ବ୍ୟାଙ୍କ ଶାଖାକୁ ଯାଉଥିବା ବେଳେ ଲୁଟ୍‌

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।