ଅମିତ ଶାହାଙ୍କୁ ରାଜ୍ୟ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥିଙ୍କ ବିରୋଧ ନିଷ୍ପତ୍ତିକୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାପସନ୍ଦ: କହିଲେ- ଏକ ଜାତୀୟ ଦଳର ସଭାପତି ନିଜ ଦଳ ପାଇଁ ପ୍ରଚାର କରିବା ତାଙ୍କ କର୍ତ୍ତବ୍ୟ, ଆମେ କାହିଁକି ବିରୋଧ କରିବା, କିଏ କାହିଁକି ଏଭଳି ନିଷ୍ପତ୍ତି ନେଇଛି ମୁଁ ଜାଣିନି