ବାଣୀବିହାରରେ ଦୁଇ ଛାତ୍ର ଗୋଷ୍ଠୀ-ପୁଲିସ୍ ମଧ୍ୟରେ ଧସ୍ତାଧସ୍ତି ଓ ମାରପିଟ୍‌, ଫାର୍ମାସି ଛାତ୍ରଙ୍କ ଆନ୍ଦୋଳନ ବେଳେ ପୁଲିସ ଓ ଅନ୍ୟ ଏକ ଛାତ୍ର ଗୋଷ୍ଠୀ ବାଧା ଦେବାରୁ ଉତ୍ତେଜନା, ଦୁଇ ଅଟକ #Odisha