କ୍ରୀଡ଼ା ମନ୍ତ୍ରୀଙ୍କୁ ୪ ଘଣ୍ଟା ଅପେକ୍ଷା କଲେ ରାଜ୍ୟ ଦୌଡ଼ କୂଦରେ ଭାଗ ନେଉଥିବା ୧୬ଶହ ଆଥଲେଟ: ପୂର୍ବାହ୍ନ ୧୦ଟାରେ ବାରବାଟୀ ଷ୍ଟାଡିୟମରେ ପହଞ୍ଚିବାକୁ ଥିବା ମନ୍ତ୍ରୀ ପହଞ୍ଚିଲେ ଅପରାହ୍ନ ୨ଟାରେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।