ବୈଜୟନ୍ତଙ୍କ ଟ୍ୱିଟ୍- ପ୍ରମିଳା ମଲ୍ଲିକଙ୍କ ସହ ପୁଣି ଥରେ ଫୋନରେ ଆଲୋଚନା କରିଛି, କର୍ମକର୍ତ୍ତା ଓ ବିଧାୟକଙ୍କୁ ଅବହେଳା, ସାଂସଦ ପାଣ୍ଠି କଥା ଉଠାଇଛନ୍ତି ପ୍ରମିଳା, ମୁଁ ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ଭାବେ ୨ଥର ଆଲୋଚନା କରିଥିବା କହିଛି