କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡ଼ି ସଭାପତି ଧ୍ରୁବ ସାହୁଙ୍କ ମନ୍ତବ୍ୟ ନେଇ କେନ୍ଦ୍ରାପଡ଼ା ସାଂସଦଙ୍କ ରାଜନୈତିକ ସଚିବ ଜ୍ୟୋତି ଘୋଷ କହିଲେ- ତଦନ୍ତରେ ଅସହଯୋଗର ପ୍ରଶ୍ନ ଉଠୁ ନାହିଁ, ଦଳ ସଭାପତିଙ୍କୁ ସାଂସଦ ପୂର୍ବରୁ ବହୁଥର ଅବଗତ କରିଛନ୍ତି