ଶିବ. ଏସ୍ ଦାସମହାପାତ୍ର ନାମକ ବ୍ୟକ୍ତି ଏକ ମୋବାଇଲ ସ୍କ୍ରିନ୍ ସଟ୍‌ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଟ୍ୱିଟ୍ କରିଛନ୍ତି, ସ୍କ୍ରିନ୍ ସଟଟି ପ୍ରମିଳା ମଲ୍ଲିକଙ୍କ ମୋବାଇଲର ବୋଲି ଦର୍ଶାଇଛନ୍ତି, ଏଥିରେ ସଂପୃକ୍ତ ମୋବାଇଲର କଲ୍ ରେକର୍ଡ ଦର୍ଶାଯାଇଛି, କଲ୍ ରେକର୍ଡରେ ବୈଜୟନ୍ତଙ୍କ ପରେ ପାଣ୍ଡିଆନଙ୍କୁ ଫୋନ୍ କରାଯାଇଛି

kiss

Rakesh Mallick
  • Published: Saturday, 20 January 2018
  • , Updated: 20 January 2018, 02:19 PM IST

Related story