ବିଜେଡିର ଆଇନଜୀବୀ ସାମୁଖ୍ୟ କାର୍ଯ୍ୟକାରିଣୀରେ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଲେ, ଆଗାମୀ ବର୍ଷରୁ ଆଇନଜୀବୀ ୱେଲ୍‌ଫେୟାର ଫଣ୍ଡ୍ ୫ କୋଟି ହେବ; ମଧୁସୂଦନ ଲ କଲେଜକୁ ୟୁନିଭର୍ସିଟି କରାଯିବ, ଆଇନଜୀବୀଙ୍କ ପାଇଁ ସ୍କିଲ୍ ଡେଭଲପମେଣ୍ଟ ଏକାଡେମୀ ହେବ