ବୈଜୟନ୍ତ ପଣ୍ଡା ବିଜେଡିର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ, ତାଙ୍କ ବାପା ସ୍ୱର୍ଗତ ବଂଶୀଧରଙ୍କ ଶେଷଦର୍ଶନକୁ ନଯିବା ତାଙ୍କୁ ନିଶ୍ଚିତ ଭାବେ ବାଧିଛି, ଏକ ଅଦୃଶ୍ୟ ହାତ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନଙ୍କୁ ଯିବାକୁ ମନା କରିଛି: ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ