ଚଳିତ ଶିକ୍ଷାବର୍ଷ ଠାରୁ ସ୍କୁଲ ଶିକ୍ଷୟିତ୍ରୀ ପିନ୍ଧିବେ ବୟନିକା ଶାଢ଼ି: ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲ ଓ ୟୁପି ସ୍କୁଲ ଶିକ୍ଷୟିତ୍ରୀ ପିନ୍ଧିବେ; ୨ୟ ପର୍ଯ୍ୟାୟରେ ପିଲାଙ୍କ ୟୁନିଫର୍ମ ବି ବୟନିକା କପଡ଼ାରେ ହେବ, ପିଲାଙ୍କ ୟୁନିଫର୍ମ ରଙ୍ଗ ପୂର୍ବଭଳି ରହିବ, ମାତ୍ର କ୍ୱାଲିଟି ବଦଳିବ ବୋଲି ସଚିବାଳୟରେ ବୈଠକ ପରେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସୂଚନା

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।