ଚଳିତ ଶିକ୍ଷାବର୍ଷ ଠାରୁ ସ୍କୁଲ ଶିକ୍ଷୟିତ୍ରୀ ପିନ୍ଧିବେ ବୟନିକା ଶାଢ଼ି: ପ୍ରଥମ ପର୍ଯ୍ୟାୟରେ ହାଇସ୍କୁଲ ଓ ୟୁପି ସ୍କୁଲ ଶିକ୍ଷୟିତ୍ରୀ ପିନ୍ଧିବେ; ୨ୟ ପର୍ଯ୍ୟାୟରେ ପିଲାଙ୍କ ୟୁନିଫର୍ମ ବି ବୟନିକା କପଡ଼ାରେ ହେବ, ପିଲାଙ୍କ ୟୁନିଫର୍ମ ରଙ୍ଗ ପୂର୍ବଭଳି ରହିବ, ମାତ୍ର କ୍ୱାଲିଟି ବଦଳିବ ବୋଲି ସଚିବାଳୟରେ ବୈଠକ ପରେ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସୂଚନା

Monsoon_Rain

Rakesh Mallick
  • Published: Tuesday, 29 May 2018
  • , Updated: 29 May 2018, 01:24 PM IST

Related story