ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ହାଇକୋର୍ଟରେ ଜାମିନ୍ ଆବେଦନ କଲେ ବିଧାୟକ ପ୍ରଭାତ ବିଶ୍ୱାଳ, ସିସୋର ଲିଙ୍କରେ ଗିରଫ ପରେ ଅସୁସ୍ଥ ଥିବାରୁ ଚିକିତ୍ସାଧୀନ ଅଛନ୍ତି