ମୋଦିଙ୍କ ବାବଦରେ ଦାମଙ୍କ ମନ୍ତବ୍ୟ ନେଇ କଟାକ୍ଷ କଲେ ପ୍ରତାପ ଷଡ଼ଙ୍ଗୀ: କହିଲେ- ପାଗଳ କ’ଣ ବା ନ କହେ, ଛାଗଳ କ’ଣ ବା ନ ଖାଏ, ଲୋକ୍ରପିୟ ନେତାଙ୍କୁ ଦାମ ବାବୁଙ୍କଠାରୁ ଚରିତ୍ର ପ୍ରମାଣପତ୍ର ଦରକାର ନାହିଁ, ଦାମ ବାବୁଙ୍କ ଚରିତ୍ର ଓଡ଼ିଶାବାସୀ ଜାଣନ୍ତି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।