ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଜୟରାମ ପାଙ୍ଗି: ଫେସବୁକ ପୋଷ୍ଟରେ ପାଙ୍ଗି ଲେଖିଲେ-ମୁଁ ଅନୁଭବ କରୁଛି ବୈଜୟନ୍ତ ପଣ୍ଡାଙ୍କୁ ୩ୟ ମହଲାରୁ ଷଡ଼ଯନ୍ତ୍ର ହେଉଛି, ପାଣ୍ଡିଆନଙ୍କ ବୁଦ୍ଧିରେ କାମ କରୁଛନ୍ତି ନବୀନ ପଟ୍ଟନାୟକ