ନବୀନଙ୍କୁ ‘ଆଦର୍ଶ ମୁଖମନ୍ତ୍ରୀ’ ସମ୍ମାନକୁ ବିଜେପିର ନାପସନ୍ଦ; ସାମ୍ବାଦିକ ସ଼ମ୍ମିଳନୀରେ ମହାକାଳ ଫଳ ଦେଖାଇ ସମାଲୋଚନା ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ, କହିଲେ- ଏତେ ସୁନ୍ଦର ଫଳ ମାତ୍ର ଭିତରେ ଅଙ୍ଗାର, ଏଠି ବି ଠିକ୍ ସେଇଆ