ରାଜ୍ୟ କାର୍ଯ୍ୟାଳୟରେ ପ୍ରେସ୍‌ମିଟ୍‌ କରି କୁନ୍ଦୁଲି ଦୁଷ୍କର୍ମ ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି, କହିଲା- ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ, ଫୋରେନ୍‌ସିକ୍‌ ରିପୋର୍ଟକୁ ଜାଣିଶୁଣି ଚାପି ଦେବାକୁ କରାଯାଉଛି ଉଦ୍ୟମ