ଭୁବନେଶ୍ୱର: ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ୩ ଦିନିଆ ଓଡ଼ିଶା ଗସ୍ତ ନେଇ ଅରୁଣ ସିଂହ କହିଲେ, ସବୁ ମଣ୍ଡଳରୁ କାର୍ଯ୍ୟକର୍ତ୍ତାଙ୍କୁ ନେଇ ବିଶାଳ ସମାବେଶ ହେବ