ବମିଖାଲ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ମୁହଁ ଖୋଲିଲେ ଦାମ ରାଉତ: କହିଲେ- ବମିଖାଲ ବ୍ରିଜ୍ ଯିଏ କରୁଛି, ଜଟଣୀ ବ୍ରିଜ୍ ସିଏ କରୁଛି; ମୁଁ ଜଟଣୀ ଯାଇଥିବା ବେଳେ ନିମ୍ନମାନ କାମର ଭିଡିଓ ଦେଖାଇଥିଲେ ଲୋକେ, ପୂର୍ତ୍ତ ବିଭାଗ ସଚିବଙ୍କୁ ଏନେଇ କହିଥିଲି, ମାତ୍ର ବର୍ଷେ ପରେ ବି ଲୋକେ ସେହି ଅଭିଯୋଗ କରୁଛନ୍ତି