ବେଆଇନ ଗୋରୁ ଚାଲାଣ କରିବା ଅଭିଯୋଗରେ ବୌଦ୍ଧ ବ୍ରିଜ୍‌ ଛକରୁ ଗୋରୁ ବୋଝେଇ ୩ ଟ୍ରକ୍‌ ଜବତ; ୮ ଗିରଫ, ଟ୍ରକ୍‌ରେ ପ୍ରାୟ ୨ଶହ ଗୋରୁ ଚାଲାଣ ହେଉଥିଲେ