ସମତାକ୍ରାନ୍ତି ଦଳର ପ୍ରତିଷ୍ଠାତା ବ୍ରଜ କିଶୋର ତ୍ରିପାଠୀଙ୍କ ପ୍ରେସ୍ ମିଟ୍: କହିଲେ, ସାଧାରଣ ନିର୍ବାଚନ ପୂର୍ବରୁ ପୌର ନିର୍ବାଚନ ନକରିବାକୁ ଚକ୍ରାନ୍ତ ଚାଲିଛି, ପୌର ନିର୍ବାଚନ ଲାଗି ଶୀଘ୍ର ବିଜ୍ଞପ୍ତି ପ୍ରକାଶ ନକଲେ ଆଇନ୍‌ର ଆଶ୍ରୟ ନେବୁ