ବ୍ରହ୍ମଗିରି: ଯାନ୍ତ୍ରୀକ ତ୍ରୁଟି ପାଇଁ ଚିଲିକାର ସାତପଡ଼ା ଘାଟଠାରୁ ୨୦୦ ମିଟର ଦୂରରେ ଅଟକିଲା ଭସାପୋଲ, ଏଥିରେ ଥିଲା ୨ଟି କ୍ୟାଣ୍ଟର ଓ ୧୫ରୁ ଊର୍ଦ୍ଧ୍ୱ ବାଇକ୍, ୫୦ରୁ ଅଧିକ ଯାତ୍ରୀ ମଧ୍ୟ ଯାଉଥିଲେ, ସବୁ ଯାତ୍ରୀ ସୁରକ୍ଷିତ