ମାରାଥନ ରନ୍‌ରେ ବୁଦ୍ଧିଆ ସିଂହଙ୍କୁ ଟ୍ରେନିଂ ଦେବା ପାଇଁ ପ୍ରତିଷ୍ଠିତ କେନିଆ କୋଚ ପାଟ୍ରିକ ସାଙ୍ଗଙ୍କ ପକ୍ଷରୁ ଆସିଛି ପ୍ରସ୍ତାବ,ପାଟ୍ରିକ୍ ଅନେକ ଅଲିମ୍ପିକ୍ସ ପଦକ ବିଜେତା ସୃଷ୍ଟି କରିଛନ୍ତି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।