ଚାନ୍ଦବାଲି: ବକେୟା ୩୨ ଲକ୍ଷ ଟଙ୍କା ଦେଇ ନପାରିବାରୁ ବାଁସଡ଼ା ଥାନା ନୂଆଗାଁରୁ ବାପପୁଅଙ୍କୁ ଅପହରଣ, ନଗଦ ୧୦ ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବାକୁ ଧମକ ଅଭିଯୋଗ, ବାଲେଶ୍ୱରର ଚିଙ୍ଗୁଡ଼ି ଦାନା ବ୍ୟବସାୟୀଙ୍କ ଦ୍ୱାରା ଅପହରଣ ଅଭିଯୋଗ