ମୁଖ୍ୟମନ୍ତ୍ରୀଙ୍କ କାରକେଡ ଆଗକୁ ପଶିଗଲା ଷଣ୍ଢ, କ୍ୟାପିଟାଲ ହସ୍ପିଟାଲ ସାମନାରେ ପଶି ଗଲା ଷଣ୍ଢ, ସଚିବାଳୟରୁ ନବୀନ ନିବାସ ଫେରିବା ବାଟରେ ବିଭ୍ରାଟ