ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପରେ ନିତି ଆୟୋଗ CEO ଅମିତାଭ କାନ୍ତ କହିଲେ, ମୁଖ୍ୟମନ୍ତ୍ରୀଙ୍କ ସହ ସକାରାତ୍ମକ ଓ ଗଠନମୂଳକ ଆଲୋଚନା ହେଲା, ରାଜ୍ୟ ଓ କେନ୍ଦ୍ରୀୟ ଯୋଜନାରେ ମିଶିକି କାମ କରିବୁ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଦକ୍ଷତା ବିକାଶକୁ ପ୍ରାଧାନ୍ୟ ମିଳିବ

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More