ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ପିସିସି କାର୍ଯ୍ୟାଳୟରେ PEC ବୈଠକ ଆରମ୍ଭ: ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ନେଇ ଚାଲିଛି କସରତ, ବୈଠକରେ ଓଡ଼ିଶା ପ୍ରଭାରୀଙ୍କ ସହ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ