ଓଡ଼ିଶା ନେତାଙ୍କୁ ନେଇ ରାହୁଲ ଗାନ୍ଧିଙ୍କ ମାରାଥନ୍‌ ବୈଠକ: ଚୂଡ଼ାନ୍ତ ବୈଠକରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉପସ୍ଥିତ