ପିପିଲି: ମଙ୍ଗଳପୁର ଛକରେ ରାସ୍ତାରୋକ ବେଳେ କଂଗ୍ରେସ ଓ ବିଜେପି କର୍ମୀ ମୁହାଁମୁହିଁ, ବିଜେପିର ଆଶ୍ରିତ ପଟ୍ଟନାୟକଙ୍କୁ ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଲୁହାରଡରେ ଆକ୍ରମଣ କରିଥିବା ଅଭିଯୋଗ