ତୈଳ ଦର ବୃଦ୍ଧି ପ୍ରତିବାଦରେ ଭୁବନେଶ୍ୱରରେ କଂଗ୍ରେସର ଚକାଜାମ୍‌ ଆନ୍ଦୋଳନ; ଉଭୟ କଟକ ଓ ଭୁବନେଶ୍ୱରରେ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଗାଡ଼ି ନ ଚଳାଇବାକୁ ଅନୁରୋଧ କରିଛି କଂଗ୍ରେସ