ପେଟ୍ରୋଲ, ଡିଜେଲ ଦର ବୃଦ୍ଧିକୁ କଂଗ୍ରେସର ବିରୋଧ; ଭୁବନେଶ୍ୱର ବାଣୀବିହାର ଛକରେ କଂଗ୍ରେସ କର୍ମୀଙ୍କ ରାସ୍ତା ଅବରୋଧ,କଟକକୁ ଯାଇ ପାରୁ ନାହିଁ ବସ୍; ଯାତ୍ରୀ ହନ୍ତସନ୍ତ