କଟକ: ଏସ୍‌ସିବି ପରିସରରେ ନର୍ସିଂ କଲେଜର ନୂତନ ଗୃହକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଅଡିଟୋରିୟମ ଓ ହଷ୍ଟେଲକୁ ମଧ୍ୟ କଲେ ଉଦ୍‌ଘାଟନ